ଜୱାଦ ବାତ୍ୟା ଯୋଗୁ ଉପକୂଳ ଓଡିଶାରେ ଅନେକ କ୍ଷତି ହୋଇଥିଲା ଓ ବିଶେଷ ଭାବରେ ପଟ୍ଟାମୁଣ୍ଡାଇ ଅଂଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଜଓ୍ଵାଦ ବାତ୍ୟା ଭାଙ୍ଗି ଦେଇଥିଲା ଚାଷୀଙ୍କ ମେରୁଦଣ୍ଡ । ଚାଷୀଙ୍କୁ ବାତ୍ୟା ସହାୟତା ମିଳିବ ବୋଲି ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର । ମାତ୍ର ବାତ୍ୟା ଯିବାର ବର୍ଷେ ବିତିବାକୁ ବସିଲାଣି ଏଯାଏଁ ମିଳିନି କ୍ଷିତି ପୁରଣ
#Cycloneimpact #Farmerproblem #OdishaGovt #ArgusNews